Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ; କ୍ରାଇମ ବ୍ରାଞ୍ଚ ଦେଲା ଚାର୍ଜ ସିଟ୍

ଝାରସୁଗୁଡା: ବହୁ ଚର୍ଚ୍ଚିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୋଗ ପତ୍ର ଆଜି ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ୍। ତେବେ ଅଭିଯୋଗ ପତ୍ରରେ କେବଳ ଗୋପାଳ ଦାସ ଏକ ମାତ୍ର ଓ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଗୋପାଳ ଦାସ ହେଉଛନ୍ତି ଜଣେ ପୋଲିସ ଏଏସଆଇ । ଜଣେ ପୋଲିସ୍ ଏଏସଆଇ ଜଣେ ପ୍ରଭାବ ଶାଳୀ ମନ୍ତ୍ରୀ ଙ୍କୁ କେଉଁ କାରଣ ଅବା ରାଗରେ ହତ୍ୟା କରିଛି ଏହି ଚାର୍ଚସିଟରେ ଅବଶ୍ୟ କଣ ରହିଛି ତାହା ସ୍ପଷ୍ଟ ହୋଇନଥିଲେ ବି ଗୋପାଳ ଦାସ ଉପରେ କେବଳ ନିବିଦ୍ଧ ଥିବା ଅନୁମାନ କରାଯାଉଛି ।