Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହେଲେ ୫ ଶିଶୁ ଶ୍ରମିକ! ବିହାରରୁ ବାଙ୍ଗାଲୋରକୁ ହେଉଥିଲା ଚାଲାଣ

ଭୁବନେଶ୍ୱର,୨୧|୩: ଟ୍ରେନରୁ ଉଦ୍ଧାର ହେଲେ ୫ ଶିଶୁ ଶ୍ରମିକ। ବାହାର ରାଜ୍ୟକୁ ଚାଲାଣ ହେଉଥିଲା | ସୂଚନା ଅନୁସାରେ, ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫ ଶିଶୁ ଶ୍ରମିକ | ବିହାରରୁ ବାଙ୍ଗାଲୋର ଚାଲାଣ ହେଉଥିବାବେଳେ ଆରପିଏଫ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ସମାଜର ମିଳିତ ସହଯୋଗରେ ଉଦ୍ଧାର କରାଯାଇଛି। ଏହାପରେ ଉଦ୍ଧାର ଶିଶୁ ଶ୍ରମିକଙ୍କୁ ଖୋର୍ଦ୍ଧା CWS ନିକଟରେ ହାଜର କରାଯାଇଥିବା ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ