Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପ୍ରେଲ ପହିଲାରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ; ସପ୍ତାହର ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ

ଭୁବନେଶ୍ୱର, ୩୧|୩: ଅପ୍ରେଲ ପହିଲାରୁ ବଦଳିବ ନନ୍ଦନକାନ କିମ୍ବା ପ୍ରାଣୀ ଉଦ୍ୟାନର ବୁଲିବାର ସମୟ | ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟ ବଦଳିବା ନେଇ ସୂଚନା ରହିଛି । ଅପ୍ରେଲ ପହିଲାରୁ ସକାଳ ୭.୩୦ରୁ ଖୋଲି ସନ୍ଧ୍ୟା ୫.୩୦ଟା ପର୍ଯ୍ୟନ୍ତ ଖୋଲା ରହିବ | ଏନେଇ ନନ୍ଦନକାନନ ଉପନିର୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ତେବେ ଏହି ନିୟମ ୨୦୨୬ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ। ଏହାସହିତ ପୂର୍ବ ଭଳି ସପ୍ତାହର ପ୍ରତି ସୋମବାର ଉଭୟ ଉଦ୍ୟାନ ବନ୍ଦ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ