Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ଏସପି ଦାୟିତ୍ୱ ନେଲେ ମୁକେଶ କୁମାର ଭାମୁ

ସମ୍ବଲପୁର: ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଭାବେ ଆଜି ମୁକେଶ କୁମାର ଭାମୁ (ଆଇପିଏସ) ଦାୟିତ୍ୱ ଗ୍ରହଣ କରିଛନ୍ତି। ବାତୁଲା ଗଙ୍ଗାଧରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବାପରେ ସମ୍ବଲପୁର ହେଉଛି ମାଁ ସମଲେଶ୍ବରୀଙ୍କ ମାଟି , ମାଟିର ପବିତ୍ରତାକୁ ଦୃଷ୍ଟି ରଖି ସମସ୍ତେ ମିଳିମିଶି ସମ୍ବଲପୁରର ସୁନାମ ପାଇଁ କାମ କରିବାକୁ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ଆଜି ନୂତନ ଏସପି ଶ୍ରୀ ଭାମୁ କାର୍ଯ୍ୟରେ ଯୋଗଦେବା ଆଗରୁ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀ ମାନେ ଏସପି ଅଫିସରେ ଶ୍ରୀଯୁକ୍ତ ଭାମୁଙ୍କୁ ସ୍ୱାଗତ ଜଣାଇଥିଲେ।