Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ଲଟ୍‌ ବ୍ୟବସାୟୀଙ୍କୁ ଅପହରଣ ! ଘଟଣାରେ ପୋଲିସର ତଦନ୍ତ

ବ୍ରହ୍ମପୁର, ୧୬|୪: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ! ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରୁ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତ ଉଠାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ,ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଧୀରଙ୍କ ବାଇକ୍‌କୁ ଉଦ୍ଧାର କରି ଥାନାକୁ ନେଇଛି। ତେବେ ବ୍ୟବସାୟୀ ସୁଧୀର ପାତ୍ର ବାଲୁଗାଁ ସହ ଧରାକୋଟ ଅଞ୍ଚଳରେ ମଧ୍ୟ ପ୍ଲଟ ବ୍ୟବସାୟ କରୁଥିଲେ। ତାଙ୍କୁ ଏହି ଅପହରଣ ପଛରେ ଜମି କାରବାର ଓ ଟଙ୍କା କାରବାର ଥିବା ସନ୍ଦେହ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ