Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିଲା ଏଲପିଜି କମର୍ସିଆଲ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଗାହକଙ୍କୁ ଆଶ୍ବସ୍ତି। କମିଲା ଏଲପିଜି କମର୍ସିଆଲ ସିଲିଣ୍ଡର ଦର। ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ଧୀରେ ଧୀରେ ସାମଗ୍ରୀ ମୂଲ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଜୁନ ୧ ଅର୍ଥାତ୍‌ ଅଜିଠୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତେବେ ଏଥିରେ ପରିବାର ଉପରେ କିଛି ପ୍ରଭାବ ପଡ଼ିବ ନାହିଁ।

ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ଦର ୧୯ କେଜି ସିଲିଣ୍ଡର ଦାମ ୮୩.୫୦ ଟଙ୍କା ହ୍ରାସ ପାଇଛି। ଫଳରେ ୧୯ କେଜି ସିଲିଣ୍ଡର ଦାମ ୧୮୫୬,୫୦ରୁ ହ୍ରାସ ପାଇ ୧୭୭୩ ହୋଇଛି। ଗତ ମାସରେ କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ଦାମରେ ୧୭୨ ଟଙ୍କା ହ୍ରାସ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ