Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sonamarg Snowfall: କାଶ୍ମୀରର ସୋନମାର୍ଗରେ ଋତୁର ପ୍ରଥମ ତୁଷାରପାତ, ବରଫର ଧଳା ଚାଦରରେ ଢାଙ୍କି ହେଲା ପାହାଡ଼ ଓ ଉପତ୍ୟକା

ଜମ୍ମୁ-କଶ୍ମୀରର ଗାନ୍ଦରବଲ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସୋନମାର୍ଗରେ ଗୁରୁବାର ଋତୁର ପ୍ରଥମ ତୁଷାରପାତ ହୋଇଛି। ଲଗାତାର ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଅଞ୍ଚଳ ବରଫର ଧଳା ଚାଦରରେ ଢାଙ୍କି ହୋଇଯାଇଛି। ଏହା ସହ ସୋନମାର୍ଗରେ ଶୀତର ଆଗମନ ସ୍ପଷ୍ଟ ହୋଇଛି।

ବରଫରେ ଆଚ୍ଛାଦିତ ପାହାଡ଼ ଓ ସୁନ୍ଦର ଉପତ୍ୟକାର ଦୃଶ୍ୟ ସୋନମାର୍ଗର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି। ଚାରିଆଡ଼େ ବରଫର ଧଳା ଆସ୍ତରଣ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରିଛି।

ଲଗାତାର ତୁଷାରପାତ ଯୋଗୁଁ ସୋନମାର୍ଗର ପାହାଡ଼ିଆ ଅଞ୍ଚଳରେ ବରଫର ପରିମାଣ ବଢ଼ିଛି। ଋତୁର ପ୍ରଥମ ତୁଷାରପାତ ପରେ ସୋନମାର୍ଗର ମନୋରମ ଦୃଶ୍ୟ ଏବେ ଚର୍ଚ୍ଚାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories