Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳ ଦୁର୍ଘଟଣା ରେ ମୃତାହତଙ୍କ ସ୍ମୃତିରେ ଶୋକ ସଭା ଓ କ୍ଯାଣ୍ଡେଲ ଶୋଭାଯାତ୍ରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ହାଇସ୍କୁଲ ପଡ଼ିଆରେ ସାମାଜୀକ ସଙ୍ଗଠନ ଶ୍ରୀୟା ପରିବାର ତରଫରୁ ବହାନଗା ରେଲ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ରେଳଯାତ୍ରୀଙ୍କ ସ୍ମୃତିରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରିୟା ର ସମ୍ପାଦକ ସୁଦାମ ଗାଇଗରିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶୋକସଭା ରେ ମୃତକ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।ଶ୍ରୀୟା ପରିବାର ର କାର୍ଯ୍ୟକାରୀ ସଭାପତି ଙ୍କ ସହିତ ସଭ୍ୟ ଗୋବିନ୍ଦ ଚନ୍ଦ୍ର ପଧାନ, ବାସୁଦେବ ବେହେରା, ଦିଲିପ ପଧାନ, ସତ୍ୟ ରଞ୍ଜନ ମେହେର, ସୌମିତ୍ରି ରଣା, ରାଜେନ୍ଦ୍ର ମଲିକ,ରିପୁନ ମହାକୁର, ଶ୍ରୀମଦ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ