Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ସୁବଳୟା ଥାନାରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ସୁବଳୟା ତଥା ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ଏବଂ ସଚେତନ ନାଗରିକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ତନ୍ମଧ୍ୟରୁ ଆଇନ ଶୃଙ୍ଖଳା, ପୁଲିସ ପେଟ୍ରୋଲିଂ, ବାଲ୍ୟବିବାହ ନିରାକରଣ, ନାବାଳକ ମାନଙ୍କ ଗାଡି ଚାଳନା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା l ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ନାରାୟଣ ମିଶ୍ର , ନନ୍ଦ କିଶୋର ମିଶ୍ର , ପରମାନନ୍ଦ ମେଣ୍ଡେଲୀ , ଅନ୍ତର୍ଯ୍ୟାମୀ ରଥ , ଶେଷ ଦେବ ବାରିକ , ଜେନା ମଣି ମେହେର , ସୁଦାମ ମେହେର , ରମେଶ ମlହାନl , ବିନୋଦ ମହାପାତ୍ର , ପ୍ରହଲ୍ଲାଦ ଦାଶ ପ୍ରମୂଖ ଆଲୋଚନା କରିଥିବା ବେଳେ ପୋଲିସ ଏ ଏସ୍ ଆଇ ସନ୍ତୋଷ କୁମାର ସିନ୍ଦେରିଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l