Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ୍ ଏ ସି ଦାବିରେ ବୀରମହାରାଜପୁର 19 ତାରିଖ ବନ୍ଦ ଡାକରା ଦେଇଛି ଆମ୍ ଆଦମୀ ପାର୍ଟି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ଦାବି କରି ଆସନ୍ତାକାଲି 19 ତାରିଖ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆମ୍ ଆଦମୀ ପାର୍ଟି I ସୂଚନା ଯେ ଏହି ଦଳ ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିର୍ଘ ପନ୍ଦର ଦିନ ଧରି ଏନ୍ ଏ ସି ସହିତ ବିଭିନ୍ନ ଦାବି ଜଣାଇ ଗଣ ଧାରଣା ରେ ବସିଛି l କୌଣସି ସୁଫଳ ପାଇ ନ ଥିବାରୁ ଏହି ବନ୍ଦ ଡାକରା ଦିଆଯାଇ ଥିବା ଦଳର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସୁରେଶ କଲତା କୁହନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ