Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଇକ ରୁ ପଡି ମହିଳା ଗୁରୁତର ; ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବହାଳି ଛକ ନିକଟରେ ବାଇକରୁ ପଡି ଜଣେ ମହିଳା ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଆଜି ସକାଲୁ ଏକ ଦମ୍ପତି ଉଲୁଣ୍ଡା ପଟରୁ ଝାରବହାଳି ଗ୍ରାମକୁ ଏକ ବାଇକ ଯୋଗେ ଯାଉଥିଲେ l ଝାରବହାଳି ଛକ ନିକଟରେ ମହିଳା ଜଣକ ବାଇକରୁ ହଠାତ ପଡିଯାଇଥିଲେ l ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ସଦର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା l ମାତ୍ର ତାଙ୍କର ଗୋଟିଏ ହାତ ଭାଙ୍ଗିିଯିବା ସହ ମୁଣ୍ଡରେ ଆଘାତ ଲାଗିଥିବାରୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ଗୁରୁତର ମହିଳା ଜଣକ ଝାରବହାଳି ଗ୍ରାମର ବୋଲି ଜଣାପଡିଛି l