Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେତନି କେତନି ବର୍ଷା,ତଥାପି ଉସତ ଆନନ୍ଦ ଥି ଛତା ଧରିକରି ମଜାନେଲେ ଲୋକମାନେ

ଚିପିଲିମା (ସମ୍ବଲପୁର) ଗୁରୁଶ୍ରୀ ସତନାରେନ ବହିଦାର ଆଜ୍ଞା କୁଁ ମନେ ରଖବାର ଲାଗି ସବୁଆଡେ ଅଗଷ୍ଟ ୧ ତାରିଖ ଦିନ ସମ୍ୱଲପୁରୀ ଦିନ ପାଳନ କରିଆସୁଛୁ।ହେଲେ ଇ ଵଛରଥି ସକାଳୁ ରାଏତସାରା କେତନି କେତେ ବର୍ଷା।ଆମର ସମଲପୁର ରେ ଭିନ ଭିନ ଜାଗାଥି ନାଚ ଗୀତ ସଭା ସମିତି ର ଆୟୋଜନ ହେଇଥିଲା।ଏତକି ବର୍ଷା ଥି ଭି ଲୋକେ ଆମର ମଜା ନେଇଥିଲେ।ଯାହାକେ ଦେଖବ ସମଲପୁରୀ କପଡ଼ା ପିନ୍ଧିଥିଲେ।ମୋତେ ବହୁତ ଉସତ ଲାଗଲା।ମୁଇଁ ଭାବିଲି ଏନତା ସବୁଦିନ ହେଲେ କେନ୍ତା ହେତା ?ଆମେ ଯାହିଁ ଗଲେ ଅଲଗା ଭାଷା ଥି କଥା ନାଇଁ ଲାଗି ନିଜର ସମଲପୁରୀ ଭାଷାଥି କଥା ଲାଗଲେ ଆଉର ଟିକେ ଭଲ ଲାଗତା ବୋଲି ମୋର ଭାବନା।ଇ କଥାଟା ସମକୁ କେତେ ଦୂର ପସନ୍ଦ ଲାଗବା କେଜାନେ ।ଜନାବେ
whatsapp Number ୯୪୩୯୮୧୪୩୬୭

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ