Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସଂଯୋଜକ ଭାବେ ଗୋକୁଳାନନ୍ଦ ସାହୁ ମନୋନୀତ

ବୀରମହାରାଜପୁର : କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ବିଧାନସଭା ଆସନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡ଼ଖମାର ଗ୍ରାମର ଗୋକୁଳାନନ୍ଦ ସାହୁଙ୍କୁ ପିସିସି ସଭାପତି ଙ୍କ ପ୍ରସ୍ତାବରେ ଏଆଇସିସି ପକ୍ଷରୁ ଜିଲ୍ଲା ସଂଯୋଜକ ଭାବେ ମନୋନୀତ ହୋଇଥିବା ଜଣାଯାଇଛି । ନିର୍ବାଚନ ମଣ୍ଡଳୀର ସଂଗଠନ କୁ ସୁଦୃଢ କରି ନୂତନ ଓ ଦକ୍ଷ ନେତୃତ୍ବ ସୃଷ୍ଟି କରିବା ସହ ଲୋକ ମାନଙ୍କୁ କଂଗ୍ରେସ ସହିତ ଯୋଡିବା ପାଇଁ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଶ୍ରୀ ସାହୁ ଉକ୍ତ ପଦବୀରେ ମନୋନୀତ ହେବାପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ