Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଉଥକୋ ମିଟର ରିଡର ଶ୍ରମିକ ସଂଘ ତରଫରୁ ଏକ ବିରାଟ କେଣ୍ଡେଲ ଶୋଭାଯାତ୍ରା

ବେଲଗୁଣ୍ଠା,10/08,ବେଲଗୁଣ୍ଠା ସ୍ଥିତ ମା ବ୍ରାହ୍ମଣ ଦେବୀ ପୀଠରେ ଆଜି ମିଟର ରିଡର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି |ଏହି ବୈଠକରେ ସମସ୍ତ ମିଟର ରିଡର ଙ୍କ ସମେତ ଆଉଟ ସୋର୍ସ ରେ ଥିବା ଲାଇନ ମେନ, ଙ୍କ ସହିତ ଅଣ ସ୍ୱୀକୃତି କର୍ମଚାରୀ ତଥା ଟିପିଏସଓଡି ଏଲ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଲଷ୍ମୀନାରାୟଣ ଙ୍କ ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ବେଲଗୁଣ୍ଠା ସବଡ଼ିଭିଜନ କାଯ୍ୟାଳୟରୁ ବାହାରି ମୁଖ୍ୟ ବଜାର ଦେଇ ପେଣ୍ଠ ସାହି ନୁରସିଂହଁ ମନ୍ଦିର ସାମ୍ନାରେ ଲଷ୍ମୀନାରାୟଣ ଙ୍କ ଦୁଃଖ ଜଣାଇ ପୁଣି ସେଠାରୁ ଟିପିଏସଓଡି ଏଲ ଆଗରେ ଶେଷ ହୋଇଥିଲା | ଏଇ ରାଲିରେ ଜେଇ, ଏସ.ଡି.ଓ, ଆର ପିଓ, ସୁପର ବାଇଜର ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ