Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝୁପୁଡି ଘର ଭିତରୁ ଅଜଣା ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସଦର ତେଲନଦୀ ବ୍ରୀଜ ନିକଟ ଏକ ଝୁପୁଡି ଘରୁ ଏକ ଅଜଣା ମୃତ ଦେହ ଉଦ୍ଧାର । ମୃତକ ଜଣକ କିଏ ଓ କଣ ପାଇଁ ମୃତ୍ୟୁ ବରଣ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରୁ ଯାହା ଜଣାପଡୁଛି ଏହି ବ୍ୟକ୍ତି ଜଣକ ଏହି ଝୁପୁଡି ଘରେ ରହୁଥୁବା ବେଳେ ଗତରାତିରେ ଶୋଇଥିବା ବେଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । କୈାଣସି ସୁତ୍ରରୁ ସୋନପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଚିଂ କିଏ ଓ କଣ ପାଇଁ ମୃତ୍ୟୁ ବରଣ କରିଛି ତାହାର ଅଧିକ ଅନୁସନ୍ଧାନ ଜାରୀ ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ