Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଚିବ ଙ୍କୁ କାଳି ମାଡ଼ ଘଟଣା କୁ ନେଇ ନିନ୍ଦା କଲେ ଧର୍ମଗଡ଼ ବିଧାୟକ।

କୋକସରା:୨୦/୦୮ ରାଜ୍ୟ ସରକାର ଙ୍କ ୫”ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ ଙ୍କୁ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ କାଲି ଫିଙ୍ଗିବା ଘଟଣା କୁ ନେଇ ନିନ୍ଦା ପ୍ରସ୍ତାବ ସହ ବିରୋଧ କରି ପ୍ରତିକ୍ରିୟା ରଖିଛନ୍ତି ଧର୍ମଗଡ଼ ବିଧାୟକ ମୋୖଷଧି ବାଗ। ଶନିବାର କୋକସରା ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ଦଲୀୟ କର୍ମି ଙ୍କ ସହ ଘଟଣା କୁ ନିନ୍ଦା କରି ପ୍ରତିବାଦ କରି ଘଟଣା କୁ ଦୃଢ଼ ଭାବେ ନିନ୍ଦା କରି ଏହା ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଓଡ଼ିଶାର ବିକାଶ ପାଇଁ ଚେଷ୍ଟିତ ଥିବା ଅଧିକାରୀ ଙ୍କୁ ଏପରି ଘଟଣା ରାଜ୍ୟ ପାଇଁ ନିନ୍ଦନୀୟ ବୋଳି କହିଛନ୍ତି।ଏହି ପ୍ରତିବାଦ ସମୟ ରେ ଧର୍ମଗଡ଼ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ବିଶ୍ୱମ୍ବର ଶବର, ଅନିଲ ପ୍ରଧାନୀ, ପଞ୍ଚକ ପୋଢ଼, ଅଜିତ ପଟ୍ଟନାୟକ, ପ୍ରମୋଦ ପ୍ରଧାନୀ, ମହେଶ ଗୁପ୍ତା, ଶିବରାମ ପାତ୍ର,ପ୍ରମୋଦ ବେହେରା ପ୍ରମୁଖ ଦଲୀୟ କର୍ମୀମାନେ ଉପସ୍ଥିତ ଥିଲେ।