Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାଦବ ଯୁବ ଶକ୍ତି, କଳାହାଣ୍ଡି ଦ୍ୱାରା ଜନ୍ମାଷ୍ଟମୀ ପାଳନ ଓ ବିଶାଳ ଶୋଭା ଯାତ୍ରା

ଭବାନୀପାଟଣା, ୦୭/୦୯ : ଯାଦବ ଯୁବ ଶକ୍ତି କଳାହାଣ୍ଡି ତରଫରୁ ଏକ ବିଶାଳ ମୋଟର ସାଇକେଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା ଏଥିରେ ହଜାର ହଜାର ସଂଖ୍ୟାରୁ ଉର୍ଦ୍ଧ୍ଵ ସଂଖ୍ୟାରେ ସମସ୍ତେ ଯୁବ ଯାଦବ ମାନେ ସାମିଲ ହୋଇଥିଲେ ଏହି ଶୋଭା ଯାତ୍ରାରେ ଯାଦବ ଯୁବ ଶକ୍ତିର ଅମିତ୍ କୁମାର ଯାଦବ ଯୋଶବନ୍ତ ବେମାଲ ଓମ ରାଉତ ନବୀନ ନାୟକ ଅଭିଷେକ ଗହିର ସୁମିତ ନାଗ ରାଜେନ୍ଦ୍ର ରାଉତ ରାକେଶ ରାଉତ ସୁକାନ୍ତ ବିଶି ସୌମ୍ୟ ଗହିର ଅଙ୍କିତ୍ ଯାଦବ ବୁଲୁ ଗହିର ଜିତୁ ରାଉତ ସୁରଜ୍ ଦାସ ପ୍ରତୁସ ଗହିର ରାହୁଲ ବଞ୍ଚୋର୍ ରାଧେ ରାଉତ୍ ରିଙ୍କୁ ରାଉତ୍ ରୋହିଣି ଚଲାନ ପ୍ରଦୀପ ମହାଖୁଡ ଆଦିତ୍ୟ ବାଞ୍ଚୋର୍ ବାସୁଦେବ ଗୋପାଳ ନାଗା ରଞ୍ଜନ ଗଉଡ ସୁଶାନ୍ତ କରୁଆଁ ଜୟ ଚଣ୍ଡୀ ଦିନେଶ ବାଗ ପ୍ରମୁଖ ସମସ୍ତ ଯୁବ ଯାଦବ ମାନେ ବହୁତ୍ ସଂଖ୍ୟାରେ ଯୋଗଦାନ କରି ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ