Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଗଡ଼ ନଗର ମଣ୍ଡଳରେ ମୋ ମାଟି କାର୍ଯ୍ୟକ୍ରମ

କଳାହାଣ୍ଡି, ୧୦/୦୯ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ମଣ୍ଡଳ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ଦ୍ଦେଶ କ୍ରମେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ନଗର ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରି ବସ୍ତିପଡା ତେନ୍ତୁଲିଆପଡା କେନ୍ଦୁମୁଣ୍ଡିପଡା ତାଳପଦରପଡା କାଶିବାହାଳ କେବଡି ରୁ ଭିମଖୋଜ ପଡ଼ା ଦେଇ ନଗର ପ୍ରତ୍ୟେକ ପଡ଼ା ଵୁଲି ମାଟି ସଂଗ୍ରହ କରି ଦିଲ୍ଲୀ ରେ ହେବାକୁ ଥିବା ଅମୃତ ବାଟିକା ପାଇଁ ମାଟି ସଂଗ୍ରହ ପାଇଁ କେନ୍ଦ୍ରୀୟ ସଦସ୍ୟ ଧନଞ୍ଜୟ ପାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ ନଗର ପାଳ ଅଶୋକ କୁମାର ମହାନ୍ତି ଜିଲ୍ଲା ଯୁବ ମୁଚ୍ଛା ସଭାପତି ବିଜୟ ଦେବ ସାହୁ ଜଗବନ୍ଧୁ ମିଶ୍ର ନଗର ପ୍ରଭାରୀ ଶିଶୁ ଦେବ ମୁଣ୍ଡ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନିତୀ ମୁଣ୍ଡ ନଗର ଦୁଇ ଜଣ ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଡମ୍ବରୁଧର ଠାକୁର, ଘନଶ୍ୟାମ ଅଗ୍ରୱାଲ ତିନୋଟି କାଉନସିଲର ଅଞ୍ଜନା ମାଝୀ ପ୍ରବୀଣ ପଣ୍ଡା ନବୀନ ମହାନନ୍ଦ ଜିତୁ ବାଗ ଓଡ଼ିଶା ପ୍ରଦେଶ ପୂର୍ବତନ ଓ ବି ସି ସଂପାଦକ ଜନ୍ମେଜୟ ନାଏକ ଯୁବ ମୁଚ୍ଛା ଉପ ସଭାପତି ମନିନ୍ଦ୍ର ଭୁଷଣ ପାତ୍ର ଚନ୍ଦନ ପାତ୍ର ନିରାକାର ନାଏକ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ବହୁ କାର୍ଯ୍ୟ କର୍ତ୍ତା ଯୋଗଦେଇଥିଲେ।