Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାନ୍ଦୁଲଡ଼ଙ୍ଗରୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ଘଟିଛି ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ହତ୍ୟା

କଳାହାଣ୍ଡି, ୧୧/୦୯ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅନ୍ତର୍ଗତ କାନ୍ଦୁଲଡ଼ଙ୍ଗରୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ଘଟିଛି । କାନ୍ଦୁଲଡ଼ଙ୍ଗରୀ ଗାଁର କାଶୀନାଥ ତେଜି କୁ ତାଙ୍କର ସମ୍ପର୍କୀୟ କାକା, ଭାଇମାନେ ଜମି ବିବାଦ କୁ ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି କାଶୀନାଥଙ୍କ ପରିବାର । ମୃତଙ୍କ ପରିବାରଙ୍କ କହିବାର ଅନୁଯାୟୀ କାଶୀନାଥଙ୍କୁ ଗତ ରବିବାର ଦିନ ୧୨ ଘଣ୍ଟା ସମୟରେ ଘରୁ ଡ଼ାକି ନେଇ ହତ୍ୟା କରିଥିବା ଅଭିଯୋଗ । ଏହି ଖବର ପାଇବା ରକ୍ତଜୁଡୁବୁଡୁ ଅବସ୍ଥାରେ କାଶୀନାଥକୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ହସ୍ପିଟାଲକୁ ପରିବାର ଲୋକେ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ଯୁ ଘୋଷଣା କରିଥିଲେ । ଏହା ପରେ ପରିବାର ତରଫରୁ ଗୋଲାମୁଣ୍ଡା ପୋଲିସ ଥାନାରେ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି ।