Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନନୀୟ ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଭବାନୀପାଟଣା ସରକାରୀ ଡାକ୍ତର ଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି, ୧୮/୦୯ : ମାନନୀୟ ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚା ତରଫରୁ ଭବାନୀପାଟଣା ସରକାରୀ ଡାକ୍ତର ଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ସ୍ୱଚ୍ଛ ଭାରତ ଅଭିଯାନ ଶ୍ରୀଯୁକ୍ତ ଲୋକନାଥ ଦୁର୍ଗା ଉପସ୍ଥିତ ରହି ଯୁବକ ମାନଙ୍କୁ ଉତ୍ସାହିତ କରି ଥିଲେ, ଯୁବନେତା ରମାନସ ଜେନା, ରାକେଶ ଶର୍ମା, ହରପ୍ରିତ ସିଂ, ପୃଥ୍ୱୀରାଜ ସିଂ, ଅମିତ ଦୁର୍ଗା ରୋମାଞ୍ଚଳ ତାଣ୍ଡି, ବୁଲୁ ବାଗ, ରୁପେଶ ନାଏକ, ଗୌତମ ବିଶି ପ୍ରମୁଖ ଉପସ୍ଥିତ
ରହି ରକ୍ତଦାନ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ