Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲେଜ୍ ଛକ ମଶାଣି ପଦା ଠାରେ ଭବାନୀପାଟଣା ନିଖିଳ ଉତ୍କଳ ଖଡୁରା ସମାଜ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୨୧/୦୯ (ଜଗନ୍ନାଥ ନାଏକ) : ଆଜି ସଂଧ୍ୟା ୩ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥାନୀୟ କଲେଜ୍ ଛକ ନିକଟସ୍ଥ ମଶାଣି ପଦା ଠାରେ ଭବାନୀପାଟଣା ଖଡୁରା ସମାଜ ତରଫରୁ ବ୍ରୁକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ଖଡୁରା ସମାଜର ସମସ୍ତ କର୍ମୀ ତଥା ସଭାପତି ଶ୍ରୀକାନ୍ତ ନାୟକ, ଉପ-ସଭାପତି ଶିବରାମ ନାୟକ, ସଂପାଦକ ସତ୍ୟ ନାରାୟଣ ନାୟକ, ସହ ସଂପାଦକ ଗୁପ୍ତେଶ୍ୱର ସାହୁ ଓ କୋଷାଧ୍ୟକ୍ଷ ଶିବ ଶଂକର ସେନାପତି ଉପସ୍ଥିତ ଥିଲେ, ତା ସଙ୍ଗେ ସଙ୍ଗେ ସଦସ୍ୟ ଶିବରାମ ସାହୁ,ସବିର ସାହୁ , ଦିଲିପ୍ କୁମାର ନାୟକ,ଓ ସାଗର ସଂଗମ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ, ସଦସ୍ୟ ମାନଙ୍କ ଉପସ୍ଥିତି ଆମକୁ ବହୁତ ଆନନ୍ଦିତ କରିଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ