Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ପର୍ବ କୁ ନେଇ କଳାହାଣ୍ଡି ଜିଲ୍ଲାରେ ଉତ୍ସବ ମୁଖରିତ। ଏକ ସ୍ବତନ୍ତ୍ର ଉପସ୍ଥାପନା

କଳାହାଣ୍ଡି, ୨୩/୦୯ : ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ତିଥି ଆଜି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ, କଳାହାଣ୍ଡି ଜିଲ୍ଲା ର ଗଡ଼ଜାତ ଅଞ୍ଚଳକୁ ଛାଡ଼ିଦେଲେ ସବୁ ଗାଁ ଓ ସହରରେ ବର୍ଷା ହେବା ସ୍ଵତେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପର୍ବ ପାଳନ କରାଯାଇଛି। ଆମେ ଆଜି ଭବାନୀପାଟଣା ବ୍ଲକ କାମଠନା ଗ୍ରାମ ପଞ୍ଚାୟତ ଅଧୀନ ବୋରଭଟା ଗ୍ରାମରେ ଗ୍ରାମବାସୀଙ୍କ ମନ୍ତବ୍ୟ ପ୍ରକାଶ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ