Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧରା ପଡିଲା ବଉଳା କୁମ୍ଭୀର

ଖଣ୍ଡମରା: ଶେଷରେ ଲୋକଙ୍କ ହାତରେ ଧରାପଡ଼ିଲା ବଉଳା କୁମ୍ଭୀର।ପେଣ୍ଠ ଖଣ୍ଡମରା ରାସ୍ତାରେ ବୁଲୁଥିବା ସମୟରେ କୁମ୍ଭୀରକୁ ଗାଁ ଲୋକେ କାବୁ କରି ବାନ୍ଧି ରଖିବାରେ ସଫଳ ହୋଇଛନ୍ତି।ପେଣ୍ଠ ଦୋବନ୍ଧିର ମାଛ ଘେରିରୁ ଧରା ହୋଇଛିଏହି କୁମ୍ଭୀର, ଗତ କାଲି ରାତିରେ କୁମ୍ଭୀରଟି ବୁଲୁ ଥିବାର ଭିଡିଓ ଭାଇରାଲ ହେବା ପରେ ଗାଁ ଲୋକେ ଚେତିଯାଇ ଶେଷରେ ମଣିଷ ଖିଆ ବଉଳା କୁମ୍ଭୀରକୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ