Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘପାଳ ପଞ୍ଚାୟତରେ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମ

ସମ୍ବଲପୁର:ଆଜି ମେଘପାଳ ପଞ୍ଚାୟତର ସାପ୍ତାହିକ ହାଟ ନିକଟରେ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁଣାକର ବାରିକ,ନାଏକ ସରପଞ୍ଚ ଅଜୟ ଡାଙ୍ଗ, ସିଆରପି ସଞ୍ଜୁଲତା ପ୍ରଧାନ,ସୁମିତ୍ରା ପ୍ରଧାନ,ଅଞ୍ଜୁଲତା ପ୍ରଧାନ,ଲିଲିମା,ପିଏମ ନଲିନୀ ମିର୍ଦ୍ଧା, ଶିବାନୀ ବେହେରା,ଝୁନୁ ସାହୁ,ସସ୍ମିତା ଭେସ୍ରା,ପ୍ରତିମା ମିର୍ଦ୍ଧା,ଗ୍ରାମସାଥୀ ରାଜେନ୍ଦ୍ର ସାହୁ,ପଞ୍ଚାୟତର ସମସ୍ତ କୃଷିମିତ୍ର, ଗ୍ରାମସାଥୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଟି ପ୍ରମୂଖ ଅଂଶ ଗ୍ରହଣ କରି ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ସମୟ ଦେଇ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ