Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାମରା ଗ୍ରାମରେ ସ୍ୱଚ୍ଛତାହିଁ ସେବା

ସୁନ୍ଦରଗଡ଼:ଆଜି ଗାନ୍ଧୀଜୟନ୍ତୀ ଉପଲକ୍ଷେ ବଡଗାଁ ବ୍ଲକ୍ ପାମରା ଗ୍ରାମବାସିନ୍ଦାଙ୍କ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଯାଇଥିଲା।ଗାଁ କୁ କିପରି ସଫା ରଖିବା ଘରେ ହେଉଥିବା ଆବର୍ଜନା କୁ ସଫା କରି ରଖିବା ଏବଂ ଜମା ରହୁଥିବା ପାଣିକୁ ନିଷ୍କାସନ କରି ମଶା ମାନଙ୍କ ଯେମିତି ବୃଦ୍ଧି ନ ହେବ, ଗାଁ ଲୋକେ ଯେପରିବରୋଗ କ୍ରାନ୍ତ ନ ହେବେ ଓ ଗାଁ ଲୋକେ କିପରି ଭଲରେ ରହିବେ ସେ ନେଇ ଏକ ସଚେତନାତା ସଭା ମଧ୍ୟ ହୋଇଥିଲା।ପାମରା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ର ସିଏଚଓ ସୁଧୀର ପଟେଲ,ଏଏନଏମ ଅନିତା ସେଠ,ହରେକୃଷ୍ଣ ସାହୁ, ରୁଦ୍ରଦେବ ନାଏକ ବିଭିନ୍ନ ବିଷୟରେ ବୁଝାଇଥିଲେ।ଏଥିରେ ଗାଁ ର ମହିଳା, ଆଶା ଦିଦି ମାନଙ୍କ ସହିତ,ବିନୋଦ ମହାକୁଳ, ଟୋନିସ ରୋହିଦାସ,ପ୍ରମୁଖ ମିଳିମିଶି ସଫଳ କରିଥିଲେ।