Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାଶୀନଗର ରେ ସାମ୍ବାଦିକଙ୍କ ପାଇଁ ଖୋଲା ଯାଇଥିବା “ନ୍ୟୂଜ ରୁମ” ଥାନା ଅଧିକାରୀ ଙ୍କ ଦ୍ଵାରା ଉଦଘାଟିତ

ପାରଳାଖେମୁଣ୍ଡି:୫/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ବ୍ଲକର ସଦର ମହକୁମା କାଶୀନଗର ଠାରେ ଖୋଲା ଯାଇଥିବା ଏକ “ନ୍ୟୂଜ ରୁମକୁ” କାଶୀନଗର ଥାନାର ଥାନା ଅଧିକାରୀଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି କାଶୀନଗର ପ୍ରେସ କ୍ଲବ ର ଯୁବ ସାମ୍ବାଦିକ ମାନଙ୍କ ଉଦ୍ୟମ ରେ କାଶୀନଗର ଫୋରେଷ୍ଟ ଛକ ଠାରେ ନୂତନ ଭାବେ ଖୋଲା ଯାଇଥିବା ନିୟୁଜ ରୁମ କୁ କାଶୀନଗର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ ଉଦଘାଟନ କରିଛନ୍ତି | ଏହି କାର୍ଯ୍ୟକ୍ରମ ରେ କବି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଶାନ୍ତ ମିଶ୍ର, ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର, ସକାଳ ର ପ୍ରତିନିଧି ଶ୍ରୀ ରାଜେଶ ମିଶାଲ, ସାମ୍ବାଦିକ ସିମାଞ୍ଚଳ ମହାରଣା, ଟୁନା ଚୌଧୁରୀ, ପୋଟନୁରୁ ମୁରଲୀ, ତମଡ଼ା କ୍ରିଷ୍ଣା ବହୁ ସାମ୍ବାଦିକ ଯୋଗ ଦେଇଥିଲେ, ଏହି ନ୍ୟୂଜ ରୁମ ର ଦାଇତ୍ୱ ରେ ସାମ୍ବାଦିକ ରାଜେଶ ମିଶାଲ ରହିବା ପାଇଁ ନିଷ୍ପତି ହେଲା, ପ୍ରତ୍ୟେକ ଦିନ ଏଠାରୁ ନ୍ୟୂଜ ଗୁଡିକ ସମ୍ପୃକ୍ତ ସାମ୍ବାଦିକ ମାନଙ୍କ ପାଇଁ ପଠାଇବା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମିଶାଲ ସୂଚନା ଦେଇଛନ୍ତି |

More Stories