Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଡଗାଁ ପ୍ରାଥମିକ ବିଦ୍ୟୀଳୟର ନୂତନ ଶିଶୁ ପାଠାଗାର ଉଦଘାଟନ

ସମ୍ବଲପୁର:ବୁଧବାର ଦିନ ବରଗଡ ନିକଟସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଡଗାଁ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇ ଯାଇଅଛି| ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଂଚ ନୀଲେନ୍ଦ୍ରୀ ପଧାନ ଫିତା କାଟି ଉଦ୍ଘାଟନ କରିଥିଲେ| ଏହି ଅବସର ରେ ମୁଖ୍ୟ ଅତିଥି ଏଡିଇଓ ଛତ୍ରପତି ସାହୁ ଓ ବରଗଡ ବିଇଓ ସେବାଶ୍ରୀ ଭୋଇ ଯୋଗ ଦେଇ ବିଦ୍ୟାଳୟର ନୂତନ ଶିଶୁ ପାଠାଗାର ର ଉଦ୍ଘାଟନ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ| ପାଠାଗାର ଟି ନିଶ୍ଚିତ ଭାବରେ ଶିଶୁ ମାନଂକ ଉପଯୋଗୀ ହେବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ| ଏହି କାର୍ଯ୍ୟକ୍ରମକୁ ସଂଯୋଜକ ବୀରକିଶୋର ବରିହା,ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଦାଶ, କୃପାସିନ୍ଧୁ ଗଡତିଆ, ରାଜ୍ୟପାଳ ମହାପାତ୍ର,ମମତା ସାହୁ ଅଂଜୁ ପଟେଲ ପରିଚାଳନା କରିିଥିଲେ|