Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟସାଇ କିଡିଜ ଏବୋଡ଼ ବିଦ୍ୟାଳୟ ୧୪ତମ ପ୍ରତିଷ୍ଠା ସମ୍ମାନ ଉତ୍ସବ :ମନମୋହିଲା ଶିବତ ତାଣ୍ଡବ ନୃତ୍ୟ,ଢୋଲକ ବାଦନରେ ସାଇକ୍ରିଷ୍ଣା ଦ୍ଵିତୀୟ

ଚିପିଲିମା,ବୁର୍ଲାସ୍ଥିତ ସତ୍ୟସାଇ କିଡିଜ ଏବୋଡ଼ ବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ସମ୍ମାନ ଉତ୍ସବ ଅବସରରେ ଆଜି ଆନ୍ତବିଦ୍ୟାଳୟ ଛାତ୍ରୀମାନେ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ “ଶିବ ତାଣ୍ଡବ ନୃତ୍ୟ” ପରିବେଷଣ ସମସ୍ତ ଦର୍ଶକଙ୍କ ମନ ମୋହିଥିଲା।ଏହି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ସାଇକ୍ରିଷ୍ଣା ମିଶ୍ର ଢୋଲକ ବାଦନରେ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ