Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଲବସା ଗାଁ ରୁ ହରିଣ ମାଂସ ଜବତ ; ଶିକାରୀ କୋର୍ଟଚାଲାଣ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଯାଲୋଏ ବନ ବିଭାଗ ଅଧୀନ ରେ ଥିବା କୁଲବସା ଗ୍ରାମ ପୁର୍ଣଚନ୍ଦ୍ର ଧରୁଆ ଜଙ୍ଗଲ ରୁ ଏକ ହରିଣ ମାରି ମାଂସ ଶିକାର କରୁଥିବା ବେଳେ ମାଂସ ସହ ପୁର୍ଣ କୁ ବନ ବିଭାଗ ଗିରଫ କରିଥିଲା l ଚଢାଉ ବେଳେ ଉଲୁଣ୍ଡା ରେଞ୍ଜର ସଂଜୀବ ରାଉତ , ଯାଲୋଏ ବନପାଲ ଦାୟିତ୍ୱ ରେ ଥିବା ପ୍ରଦୀପ କୁମାର ଜେନା , ରଘୁମଣି ବାରିକ ପ୍ରମୁଖ ସାମିଲ ଥିଲେ l ମାଂସ 5 କେଜି ସହ ହରିଣ ର ଚମଡା ମଧ୍ୟ୍ୟ ବନ ବିଭାଗ ଜବତ କରିଛି ଓ ଯେଉଁ ମାନେ ହରିଣ ମାଂସ କିଣି ଖାଇଛନ୍ତି ଆଗାମୀ ଦିନ ରେ ଚିହ୍ନଟ କରି ଧରାଯିବ ବୋଲି ସୂଚନା ଦେଇଛନ୍ତି l ରବିବାର ଶିକାରୀ କୁ ବନ ବିଭାଗ କୋର୍ଟ ଚାଲାଣ କରିଛି l