Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୫୦୦୦ ଭୋଲ୍ଟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମେନ୍‌ ଟ୍ରେନର ଚୈତନ୍ୟ ଗୁରୁତର

କଳାହାଣ୍ଡି, ୧୨/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ରେଳଷ୍ଟେଶନଠାରୁ କିଛି ଦୂରରେ ରେଳବିଭାଗର କାର୍ଯ୍ୟ ଚାଲିଛି। ଏ ନେଇ ଟିଆର୍‌ଡି ଷ୍ଟାଫ ୨୫୦୦୦ ଭୋଲ୍ଟ ଟ୍ରାନ୍ସମିଶନ ମରାମତି କରୁୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମେନ୍‌ ଟ୍ରେନର ଚୈତନ୍ୟ ସାଗର ଗୁରୁତର ହୋଇଛନ୍ତି। ତାଙ୍କୁ ଗଭୀର ଆଘାତ ଲାଗିଛି। ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।