Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ଦିନ ପର୍ବ ପାଳନ।

ଗୋପାଳପୁର,୨୫/୧୨ ଭାବିନିପୁର ପଞ୍ଚାୟତ ଅନ୍ତର୍ଗତ ଭାରତ ମାତା କଲୋନୀ ଠାରେ ବଡଦିନ ପର୍ବ ମହା ସମାରୋହରେ ପାଳିତ ହେଇଯାଇଛି l ଯୋଜନା ବୋର୍ଡ଼ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସ୍ଥାନୀୟ ସରପଞ୍ଚ ରଞ୍ଜିତ ସାହୁ, ସାତକୁଟୁଣୀ ସରପଞ୍ଚ ବିଜୟ ସାହୁ, କୈଳାଶ ଶତପଥୀ, ଆଦିତ୍ୟ ପଟ୍ଟନାୟକ, ଦଣ୍ଡପାଣି ପାତ୍ର, ରଘୁନାଥ ପାତ୍ର, ସଂଗ୍ରାମ ଆଚାର୍ଯ୍ୟ, ରଘୁନାଥ ସାହୁ ସହ କୋଣାର୍କ ନଗର ଜି ଜଗନ୍ନାଥପୁର ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗଦାନ କରିଥିଲେ l ବିଧାୟକ ସମସ୍ତଙ୍କ ଗ୍ରହଣରେ ଏକ୍ସ ମାସ କେକ କାଟିବା ସହ ଏହି ଅବସରରେ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମ କରି ସବୁସମୟରେ ଲୋକଙ୍କ ସୁଖ ଦୁଃଖରେ ଠିଆ ହେବ ସହ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ