Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନବବର୍ଷକୁ ସ୍ଵାଗତ ଜଣାଇ ପାତାଳୀ ଶ୍ରୀକ୍ଷେତ୍ର ରେ ସ୍ଥାନୀୟ ସ୍କୁଲ 2019 ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ଯକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ଠାରେ ନବବର୍ଷ ଅବସରରେ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲ ର ୨୦୧୯ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ବଣଭୋଜି କରାଯାଇଥିଲା । ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ନବବର୍ଷ କୁ ସ୍ଵାଗତ କରିବା ସହ ପାହାଡ଼ ଚଢି ବୁଲାବୁଲି କରୁଥିବା ସଙ୍ଗେ ଭୋଜି ଭାତର ଆସର ମଧ୍ୟ ଜମିଥିଲା । ବନ୍ଧୁମିଳନ ନବବର୍ଷ ରେ ହେଉଥିବାରୁ ବେଶ ଉତ୍ସାହର ସହିତ ପାଳନ କରାଯାଇଥିଲା ।