Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଲାମୁଣ୍ଡା ବ୍ଲକ ଠାରେ ଡମ୍ଭ ସମାଜ ବିକାଶ ପରିଷଦର ବନ୍ଧୁ ମିଳନ

କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାର ହଳଦୀ ପଂଚାୟତର ଘୋଟିଆ ଧାନ ମଣ୍ଡିରେ ଗୋଲାମୁଣ୍ଡା ବ୍ଲକ ଡମ୍ୱ ସମାଜ ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ସର୍ଵ ପ୍ରଥମେ ବାବା ସାହେବ ଆମ୍ବେଦକର ଫଟୋ ଚିତ୍ରରେ ଦୀପ ପୁଷ୍ପ ଧୂପ ପ୍ରଦାନ କରା ଯାଇ ଥିଲା, ଏବଂ ବିଶିଷ୍ଟ ସ୍ଵର୍ଗତ ସମାଜ ସେବୀ ଙ୍କ ଅମର ଆତ୍ମାରସଦ ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା, ଏହା ପରେ ବୈଠକରେ ଡମ୍ବସମାଜ ବିକାଶ ପରିଷଦର ସଭାପତି ରାମ କୁମାର ସେନାପତିଙ୍କ ନେତୃତ୍ବରେ ସଭା ଆୟୋଜନ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ଡମ୍ଭ ସମାଜର ସଭାପତି ଅନାମ ନାଏକ, ସାଧାରଣ ସଂପାଦକ ପ୍ରଶାନ୍ତ ନାଏକ, ବରିଷ୍ଠ ସମାଜ ସେବୀ ଉଦିଆ ସୁନାନୀ, ଯୁବ ନେତା ମଣ୍ଟୁ ନାଏକ, ଜୁନାଗଡ଼ ବ୍ଲକ ଡମ୍ବ ସମାଜ ସଭାପତି ତଥା ଆଇନଜୀବୀ ବିଶ୍ବନାଥ କର, ବରିଷ୍ଠ ମହିଳା ନେତ୍ରୀ ରମଣୀ ଦୁରିଆ, ଅବସର ପ୍ରାପ୍ତ ଶିକ୍ଷାବିତ୍ ରୁବ ଧର ସୁନାନି, ବରିଷ୍ଠ ଶିକ୍ଷକ ଶିବ ସୁନାନି, ଗଣନିଧୀ ଦିପ , କରୁଣା କର ଅବସର ପ୍ରାପ୍ତ ଶିକ୍ଷକ ଅଭି ମନୁ ନାଏକ, ମହିଳା ନେତ୍ରୀ ଶ୍ରାବଣୀ ନାଏକ, ଅହଲ୍ୟା ବେଶ୍ରା, ସେବତୀ ହରପଲ୍,ଆମ୍ବେଦ କର ସଭାନେତ୍ରୀ ମେରିୟମ ନିଆଲ୍ ,ଦଶପୁରମଣ୍ଡଳ ସଭାପତି ଭୂବନେ ନିଆଳ, ସଂପାଦକ ଭାଗ୍ୟବାନ ବାଗ, ଉଦିଆ ନୀଆଲ, ସମ୍ବୁ ସୁନାନି, ଆନନ୍ଦ ସୁନାନୀ, ହରି ଶଙ୍କର ନୀଆଲ୍, ପୂର୍ଣ୍ଣ ଚନ୍ଦ୍ର ସେନାପତି, ସନ୍ତୋଷ ସୁନାନୀ, ରଥାଙ୍ଗ ଛତ୍ରିଆ,ପିତାମ୍ବର ବେହେରା, କପୁର ଚନ ସେଠିଆ, କୈଳାଶ ତାଣ୍ଡି,ମାଧବ ମହାନନ୍ଦ, ମନନ୍ଧରଜାଲ, ଅଲେଖ ଜାଲ, ଗଣେଷ ଜାଲ, ଭିବେ ମୀଆଲ, ପ୍ରୁଥିରାଜ ତାଣ୍ଡି, ଡମ୍ଭ ସମାଜ ଜମାଦାର ଭୁବନେ ସୁନାନି, କମଲେ ଜାଲ, କୁନ୍ତୀ ନୀଆଲ, ଗୋଲାପି ଜାଲ, କୁନ୍ତୀ ନୀଆଲ, ପ୍ରମୁଖ ଉପସ୍ଥିତ ରହି ବନ୍ଧୁ ମିଳନ ଓ ସମାଜ ବିକାଶର କିପରି ଭାବରେ ତ୍ୱରାନିତ୍ୟ ହେବ ସେ ଦିଗରେ ପୁଙ୍ଖାନୁୁପୁଙ୍ଖ ଭାବରେ ସଭାରେ ଆଲୋଚନା କରାଯାଇ ଥିଲା। କୁନା କୁନି ବାଳିକା ମାନେ ସୁନ୍ଦର ଭାବେସମ୍ବଲପୁରୀ ଗୀତ ନାଚ ପରିବେଷଣ କରି ଥିଲେ, ଯାହାକି ବହୁ ସଂଖ୍ୟକ ଭାବେ ଉପସ୍ଥିତ ଥିବା ଦର୍ଶକ ଙ୍କ ମଧ୍ୟରେ ବେଶ ଆନନ୍ଦିତ ହୋଇ ଥିଲା, ଏହି ଭଳୀ ପ୍ରତିଭାକୁ ଦେଖୀ ଅତିଥି ବୃନ୍ଦ ଧନ୍ୟବାଦ୍ ଜ୍ଞାପନ କରିଥିଲେ, ହେଲେ ଆଜିର ମହାନ କାର୍ଯ୍ୟ କ୍ରମକୁ ଯନ୍ମେ ଜୟ ନାଏକ ପରିଚାଳନା କରିଥିବା ରୁ ବେଶ ଆନନ୍ଦିତ ହୋଇ ଥିଲା। ପରି ଶେଷରେ ମୂଳରୁ ଶେଷ ସୁଦ୍ଧା ଘୋଟିଆ ମହିଳା ଓ ପୁରୁଷ ମାନେ ବହୁ ସହୋଜୋଗ୍ କରିଥିବାରୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ଓ ଜିଲ୍ଲା କର୍ମ କର୍ତ୍ତା ଗୋଲାମୁଣ୍ଡା ବ୍ଲକର ମହିଳା ମଣ୍ଡଳ କୁ ମଧ୍ୟ ସାଧୁ ବାଦ ଦେଇ ସଭା ସାଙ୍ଗ କରି ଥିଲେ ହରିଶଙ୍କର ନିଆଲ।