Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ପୁଷପୁନୀ ତିହାର ପାଳନ ବମ୍ବେସ୍ଥିତ ୱାଶି ରେଟାରି କ୍ଲବରେ ପଶ୍ଚିମ ଓଡିଶା ପରିବାର ସଦସ୍ୟ ମାନେ ଧୂମଧାମରେ ପୁଷପୁନୀ ପାଳନ

କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ): ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ପୁଷପୁନୀ ତିହାର ପାଳନ ବମ୍ବେସ୍ଥିତ ୱାଶି ରେଟାରି କ୍ଲବରେ କରାଯାଇଛି । ପଶ୍ଚିମ ଓଡିଶା ପରିବାର ସଦସ୍ୟ ମାନେ ଧୂମଧାମରେ ପୁଷପୁନୀ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ପଣ୍ଡା ଏବଂ ଶ୍ରୀମତୀ ଗୀତା ମେହେର ମା ସମଲେଇଙ୍କୁ ପୂଜାର୍ଚ୍ଚନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅନେକ ପ୍ରକାରର ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ କଳା ସଂସ୍କୃତିକୁ ମୁମ୍ବାଇରେ ପ୍ରକମ୍ପିତ କରାଯାଇଥିଲା। ଦୀପକ ପୂଜାରୀ ଶ୍ରୀମତୀ ପୂଜା କବିତା ସାହାଣୀ ଏବଂ ପ୍ରଣବ ଭୋକ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ