Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆମପାଣି ଥାନା ରେ ଯୋଗଦେଲେ ନୂତନ ଥାନା ଅଧିକାରୀ।

କୋକସରା:୦୬/୦୨
କୋକସରା ବ୍ଲକ ଆମପାଣି ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଗଙ୍ଗାଧର ମେହେର ଯୋଗ ଦେଇଛନ୍ତି। ନର୍ଲା ଥାନା ରୁ ସେ ଆମପାଣି ଥାନା ରେ ଯୋଗ ଦେଇଥିବା ବେଳେ ଆମପାଣି ର ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଙ୍କୁ ଜୁନାଗଡ଼ ଥାନା କୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ମେହେର ଯୋଗ ଦେଇଛନ୍ତି। ଆମପାଣି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ଉପରେ ପ୍ରାଥମିକତା ରହିବ ବୋଳି କହିବା ସହ ଜନସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି।