Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲାମାଟି ପଞ୍ଚାୟତ ରାସନ କେନ୍ଦ୍ରରେ ଝୁଟ ବେଗ ବଣ୍ଟନ ସମୟରେ ଉତ୍ତେଜନା

ଚିପିଲିମା, ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କଳାମାଟି ପଞ୍ଚାୟତ ରାସନ କେନ୍ଦ୍ରରେ ଖାଲି ଝୁଟ ବେଗ ବଣ୍ଟନ ସମୟରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ, ବେଗରେ ରାସନ ସାମଗ୍ରୀ ସହିତ ଦେବାକଥା ବୋଲି ହିତାଧିକାରୀମାନେ ଦାବି କରିଥିଲେ l ଏପରି ଏକ ପରିସ୍ଥିତିରେ ସରପଞ୍ଚ ସୁଷମା ସାହୁଙ୍କ ପ୍ରତିକ୍ରିୟା ନେବାରୁ ମା ମାଉସୀ ମାନେ ନିଜ କାମ ଛାଡି କେବଳ ବ୍ୟାଗ ନେବା ପାଇଁ ଆସିଛନ୍ତି, ଦିନେ ମଜୁରୀ କାମ କରିଥିଲେ ଅତିକମ୍ ରେ ୩ଶହ ଟଙ୍କା ରୋଜଗାର କରିଥାନ୍ତେ। ମୋଦି ସରକାର ମାଗଣାରେ ରାସନ ସାମଗ୍ରୀ ଦେଉଥିବା ବେଳେ ନଵୀନ ସରକାର କେବଳ ଖାଲି ବ୍ୟାଗ ଦେଉଛନ୍ତି ।ଏହା ଠାରୁ ବଳି ଦୁର୍ଭାଗ୍ୟଜନକ କଣ ହୋଇପାରେ ବୋଲି କହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ