Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଙ୍କ କୁଶପୁତ୍ତଳିକା ଦାହ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଙ୍କୁ ବିରୋଧ କରି ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା I ତାଙ୍କୁ ବିଜେଡି ଟିକଟ ଦେବା ଘୋଷଣା ପରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଗୋଷ୍ଠୀ ପ୍ରତିବାଦରେ ଦଳ ତ୍ୟାଗ କରିଥିଲେ l ବିଜୁ ଜନତା ଦଳ ର କାର୍ଯ୍ୟାଳୟ ବୀରମହାରାଜପୁର ରେ ଖୋଲିବା ଅବସରରେ ପଦ୍ମନାଭ ବେହେରା ଗୋ ବ୍ୟାକ୍ , ମୁର୍ଦାବାଦ ଆଦି ବିଭିନ୍ନ ନାରାବାଜି କରି ମୁଖ୍ୟ ଛକ ରେ କୁଶ ପୁତ୍ତଳିକା ଦାହ କରିବା ସଙ୍ଗେ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଁଚି ଥିଲେ ଅସନ୍ତୁଷ୍ଟ ଗୋଷ୍ଠୀ I ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଘଉଡାଇ ଦେଇଥି ଲା I