Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଟେସିଂହା ରେ ସନ୍ଥ କବି ଭୀମ ଭୋଇ ଙ୍କ ଜୟନ୍ତୀ ପାଳିତ

ବୀରମହାରାଜାପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ରେ ବୈଶାଖ ପୂର୍ଣ୍ଣିମା ସନ୍ଧ୍ୟା ସମୟରେ ସନ୍ଥ କବି ଭୀମ ଭୋଇ ଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି I ଏହି ଅବସରରେ ଅନେକ ମହିମା ଧର୍ମାବଲମ୍ବୀ ତଥା ଶ୍ରଦ୍ଧାଳୁ ଭକ୍ତମାନେ କବିଙ୍କ ଜନ୍ମ ପିଠରେ ଉପସ୍ଥିତ ରହି ଧ୍ୱନି ପ୍ରଜ୍ଜ୍ଵଳନ କରିଥିଲେ ଏବଂ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ବହୁ ବକ୍ତା ସନ୍ଥଙ୍କ ଶ୍ରୁତି ଚାରଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ