Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦକ୍ଷିଣିପାଲି ରେ ମେଜର ଧ୍ୟାନଚାନ୍ଦ ହକି ମ୍ୟାଚ୍ ଅନୁଷ୍ଠିତ ; ପତ୍ରlପାଲି କୁ ହରାଇ ଗିନ୍ଦିଲାମାଳ ଚମ୍ପିଆନ୍ ଘୋଷିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଢୋଲ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣିପାଲି ଗାଁ ଖେଳ ପଡିଆରେ ମେଜର ଧ୍ୟାନଚାନ୍ଦ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଏକ ହକି ମ୍ଯାଚ ଅନୁଷ୍ଠିତ ହୋଇଯାଇଛି I ଗୁରୁବାର ଏକ ଦିବସୀୟ ହକି ମ୍ଯାଚ ର ଫାଇନାଲ ଖେଳ ଗିଣ୍ଡିଲାମାଲ ଓ ପତ୍ରାପାଲି ଭିତରେ ଅନୁଷ୍ଠିତ ହୋଇ ଥିବାବେଳେ ପତ୍ରlପାଲି କୁ ହରାଇ ଗିନ୍ଦିଲାମାଲ 2-1 ଗୋଲରେ ବିଜୟୀ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ସନ୍ତୋଷ ମାଝୀ ଓ ସୁବାଷ ଚନ୍ଦ୍ର ବର୍ଲା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶମ୍ଭୁରାଜ କର୍ଣ୍ଣ ଯୋଗ ଦେଇ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ସହିତ ଧ୍ୟାନଚାନ୍ଦଙ୍କ ଜୀବନି ବିଷୟରେ ଅବଗତ କରାଇଥିଲେ l ଶେଷରେ ମାନୁଆଲ ବୋର୍ଡ ଧନ୍ୟବାଦ ଅର୍ପଣ କରିଥିଲେ I