Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀ ଭୁବନେଶ୍ବରରେ ଭୂଚଳନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଭୂଚଳନ । ଭୋରୁ ଭୋରୁ ଥରିଲା ରାଜଧାନୀ । ଲୋକେ ଭୋରୁ ଉଠି ନିତ୍ୟକ୍ରମ କରୁଥିବା ବେଳେ ହଠାତ ଥରି ଉଠିଥିଲା ରାଜଧାନୀ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା ।

ତେବେ ଭୂଚଳନ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନି । ଏପରିକି ନ୍ୟାସନାଲ ସେଣ୍ଟର ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ବି ଭୂଚଳନ ନେଇ ମିଳିନି ସୂଚନା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ