Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାସ୍ତା ମଝିରେ ଗଛ ; ବଢୁଛି ଦୁର୍ଘଟଣା ଆଶଙ୍କା

କୁଚିଣ୍ଡା: ବ୍ଲକ ଅନ୍ତର୍ଗତ କୁସୁମୀ ନିକଟ ଟାଇଁସର ଟିପି ହାଇସ୍କୁଲ୍ ସାମ୍ନାରେ ରାସ୍ତା ମଝିରେ ଏକ ବିଶାଳକାୟ ଗଛ ରହିଛି ଫଳରେ ରାତିରେ ଯାଉଥିବା ଗାଡ଼ି ଭଲ ଭାବରେ ଦେଖିନପରି ଛୋଟବଡ ଦୁର୍ଘଟଣା ନିୟମିତ ଘଟୁଛି l ଏବେ ଉକ୍ତ ରାସ୍ତାରେ ପ୍ରଶସ୍ତିକରଣ କାମ ଚାଲୁଛି ତେଣୁ ଉକ୍ତ ସଂସ୍ଥା ଦ୍ୱାରା ଏହି ଗଛ କୁ କାଟି ହଟାଇବା ପାଇଁ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି l ସ୍କୁଲ ସାମ୍ନାରେ ଗଛ ଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l