Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଝାରସୁଗୁଡା ମହିଳା ମହାବିଦ୍ୟାଳୟରେ ଶହୀଦ ଦିବସ

ଝାରସୁଗୁଡା ୩୦/୧(ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ସଦର ମହକୁମା ସ୍ଥିତ ମହିଳା ମହାବିଦ୍ୟାଳୟରେ ଆଜି ଶହୀଦ ଦିବସ ପାଳିତ ହୋଇ ଯାଇଛି l ମହାବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ କଲେଜର ଅଧ୍ୟକ୍ଷl ନନ୍ଦିନୀ ଶତପଥୀ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ଅବସରରେ ନିମନ୍ତ୍ରୀତ ଅତିଥି ଗଣ ସହିଦ ମାନଙ୍କ ସୃତି ଚାରଣ କରିଥିଲେ । ଉକ୍ତ ସଭାରେ ଦିବଙ୍ଗତ ସହିଦ ମାନଙ୍କ ଅମର ଆତ୍ମର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରା ଯାଇଥିଲା । ମହିଳା କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରୀ ତଥା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ

More Stories