ଅସ୍ତରଙ୍ଗ ଅଞ୍ଚଳରେ ସରଶ୍ୱତି ପୂଜା ।


ଅସ୍ତରଙ୍ଗ,,ଅସ୍ତରଙ୍ଗ ବଜାର ସମେତ ବ୍ଲକ ଅଞ୍ଚଳର ର,ଶିକ୍ଷାନୁଷ୍ଠାନ,ବିଭିନ୍ନ ବେ ସରକାରୀ ସଂଗଠନ , ଆଦି ଗୁଡିକରେ ମା ବାଗଦେବି ସରସ୍ଵତୀ ଙ୍କ ପୂଜା ଯଥା ବିଦ୍ଧି ଅନୁଷ୍ଠିତ ହୋଇ ଜାଇ ଅଛି । ଏହି ଉପଲକ୍ଷେ ସୁରେନ୍ଦ୍ର ନାଥ ବିଦ୍ୟାପୀଠ,ସୁନ୍ଦର୍ ଠାରେ ବହୁ ଯାକ କାମକରେ ପୂଜା ଅନୁଷ୍ଠିତ ହୋଇ ଥିବା ବେଳେ,ଅସ୍ତରଙ୍ଗ ହାଇ ସ୍କୁଲ, ପାଟଳଦା ହାଇସ୍କୁଲ,ବେଳାଭୂମି ହାଇ ସ୍କୁଲ୍,ସରସ୍ଵତୀ ଶିଶୁ ମନ୍ଦିର, କୁଅଁରପୁର ଅସ୍ତରଙ୍ଗ କଲେଜ,ଜନତା ହାଇ ସ୍କୁଲ ବାନ୍ତିଲୋ, ଅଠତିରା ଓ ନଗର ହାଇସ୍କୁଲ ଆଦି ଗୁଡିକରେ ମହା ସମାରୋହରେ ପୂଜା ଅନୁଷ୍ଠିତ ହୋଇ ଜାଇ ଅଛି । ସେହିପରି କଣମଣ ଛକ ନିକଟରେ ଥିବା, ଶାଇ କମୁନି କେଶନ ତରଫରୁ ପଣ୍ଡିତ ଙ୍କ ଦ୍ଵାରା ସରସ୍ୱତୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ପିଲା ମାନଙ୍କୁ ପ୍ରସାଦ ବଣ୍ଟନ କରା ଜାଇଥିଲା । ଆହୁରି ମଧ୍ୟ ବ୍ଲକ ଅଞ୍ଚଳର ବହୁ ଅନୁଷ୍ଠାନରେ ରାତ୍ରୀରେ ପୂଜା ଅର୍ଚ୍ଚନା ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା ବେଳେ,ବହୁ ଗ୍ରାମରେ ଆଜ ଦିନରେ ଘର ପ୍ରତିଷ୍ଠା, ଶହ ଅଷ୍ଠ ପ୍ରହରୀ ନାମ ଯଞ ଅନୁଷ୍ଠିତ ହେଉଥିବା ର ଦେଖିବାକୁ ମିଳିଛି ।