Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାକୁମ୍ଭରେ ସ୍ନାନ ପାଇଁ ଲୋକଙ୍କ ଭିଡ଼ ବଢୁଛି

ପ୍ରୟାଗରାଜ: ମହାକୁମ୍ଭରେ ସ୍ନାନ ପାଇଁ ଲୋକଙ୍କ ଭିଡ଼ ଲଗାତାର ବଢିବାରେ ଲାଗିଛି। ଅଲଗା ଅଲଗା ଜିଲ୍ଲାରୁ ମେଳା ଅଞ୍ଚଳରେ ଦାୟିତ୍ୱରେ ଥିବା ଅଫିସରଙ୍କ ମୁତୟନକୁ ମଧ୍ୟ ବଢାଇ ଦିଆଯାଇଛି। ଭିଡ଼କୁ ନଜରରେ ରଖି ମେଳାରେ ସୁରକ୍ଷା ଦାୟିତ୍ୱରେ ଥିବା ଅଫିସରଙ୍କ ମୁତୟନକୁ ମଧ୍ୟ ବଢାଇ ଦିଆଯାଇଛି। ୨୭ ଫେବ୍ରୁଆରୀ ଯାଏ ସେମାନେ ମୁତୟନ ହୋଇ ରହିବେ ବୋଲି ଜଣାପଡିଛି। ଏନେଇ ପ୍ରମୁଖ ସଚିବଙ୍କ ପକ୍ଷରୁ ମଧ୍ଯ ଆଦେଶ ଜାରି କରାଯାଇଛି।