Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୩ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ରାଜ୍ୟ ବିଜେପି ପକ୍ଷରୁ ଘୋଷଣା ହୋଇଛି ଜିଲ୍ଲା ସଭାପତିଙ୍କ ନାଁ। ଗତ ଜାନୁଆରୀ ମାସ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ, ରବିବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୩ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ଯେଉଁ ସବୁ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା ହୋଇଛି ସେମାନେ ହେଲେ:

ଅନୁଗୁଳ- ଯଯାତି କେଶରୀ ପଟ୍ଟନାୟକ

ଭଦ୍ରକ- ଭଗବାନ ପଣ୍ଡା

ଭୁବନେଶ୍ୱର- ନିରଞ୍ଜନ ମିଶ୍ର

ଗଜପତି- ନବକିଶୋର ଶବର

ଯାଜପୁର- ଦେବଯାନୀ ପ୍ରଧାନ

ଝାରସୁଗୁଡ଼ା- ରଘୁନନ୍ଦନ ପଣ୍ଡା

କନ୍ଧମାଳ- ପଣ୍ଡିତ କୁମାର ବିସ୍‌ମାଝୀ

ଖୋର୍ଦ୍ଧା- ବିଶ୍ୱରଂଜନ ବଡ଼ଜେନା

କୋରାପୁଟ- ଶିବ ମୁଦୁଲି

ନୟାଗଡ଼- ତାପସ ରଂଜନ ମାର୍ଥା

ରାୟଗଡ଼ା- ଗୋପି ଆନନ୍ଦ

ସୁବର୍ଣ୍ଣପୁର- ବେଣୁଧର ଦାଶ

ରାଉରକେଲା- ପୂର୍ଣ୍ଣିମା କେର୍କେଟା

ପ୍ରଥମପର୍ଯ୍ୟାୟରେ ଗଞ୍ଜାମ, ବଲାଙ୍ଗୀର, କଟକନଗର, ପୁରୀ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଳାହାଣ୍ଡି, ମୟୁରଭଞ୍ଜ ଓ ଦେବଗଡ଼ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା ହୋଇଥିଲା। 

ସେମାନେ ହେଲେ :

ଗଞ୍ଜାମ: ସରୋଜ ସାବତ 

ବଲାଙ୍ଗୀର: ଶ୍ରୀବତ୍ସ ବେହେରା 

ପୁରୀ: ଦେବେନ୍ଦ୍ର ତରାଇ 

ସୁନ୍ଦରଗଡ଼: ଗିରିଶ ସାହୁ 

ଢେଙ୍କାନାଳ: ରାହାସ ବିହାରୀ ବେହେରା 

କେନ୍ଦ୍ରାପଡ଼ା: ଶଶାଙ୍କ ଶେଖର ସେଠି 

ବାଲେଶ୍ୱର: ଈଶ୍ୱର ଚନ୍ଦ୍ର ବେହେରା 

କଟକ ନଗର: ସୁକାନ୍ତ ବିଶ୍ୱାଳ 

କଳାହାଣ୍ଡି: ଯୁଗଳ ପୋଢ଼ 

ମୟୂରଭଞ୍ଜ (ରାଇରଙ୍ଗପୁର): ଜୁରିଲାଲ ମହନ୍ତ 

ଦେବଗଡ଼: ଅରୁଣ କୁମାର ସାହୁ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ