Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଳମ୍ବରେ ସିନେମା ଚାଲିବାରୁ ଫାଇନ ଦେବ ହଲ୍

ବେଙ୍ଗାଲୁରୁ: ବିଳମ୍ବରେ ସିନେମା ଚାଲିବାରୁ ଫାଇନ ଦେବ ହଲ୍। ବେଙ୍ଗାଲୁରୁର ଖାଉଟି ଅଦାଲତ PVR Cinemas, INOX ଉପରେ ୬୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଫିଲ୍ମ ଅପରାହ୍ନ ୪ଟା ୫ରେ ଆରମ୍ଭ ହୋଇଥାନ୍ତା। ସାଢ଼େ ୪ଟା ଯାଏଁ ଖାଲି ବିଜ୍ଞାପନ ଚାଲିବାରୁ ଦର୍ଶକ ବିରକ୍ତ ହୋଇ ସିନେମା ହଲ୍ ବିରୋଧରେ ଅଦାଲତ ଯାଇଥିଲେ ଅଭିଷେକ ଏମ୍. ଆର୍. ନାମକ ଜଣେ ଯୁବକ। ଫିଲ୍ମ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଦର୍ଶକଙ୍କ କାମରେ ବାଧା ହୋଇଥିଲା। ଖାଉଟି ଅଦାଲତ ୬୫ ହଜାର ଟଙ୍କା ଦେବାକୁ ସିନେମା ହଲକୁ ନିର୍ଦ୍ଦେଶ ଦେଇଛନ୍ତି।