Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଧାନସଭାରେ ଆଉ ମିଳିବନି ‘ନମାଜ୍‌ ବିରତି’

ଦିସପୁର: ଆସାମ ବିଧାନସଭାରେ ଆଉ ମିଳିବନି ‘ନମାଜ୍‌ ବିରତି’।ବିଧାନସଭାରେ ଦଶନ୍ଧି ଧରି ଚାଲିଆସୁଥିବା ‘ନମାଜ୍‌ ପାଇଁ ବିରତି’ ପରମ୍ପରାକୁ ସରକାର ସମାପ୍ତ କରିଛନ୍ତି। ସଂଖ୍ୟା ଆଧାରରେ ଏହି ନିଷ୍ପତ୍ତି ଲାଗୁ କରାଯାଇଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଏଆଇୟୁଡିଏଫ୍‌ ବିଧାୟକ ରଫିକୁଲ ଇସଲାମ୍‌। ଆସାମ ବିଧାନସଭାରେ ଚାଲି ଆସିଥିବା ନିୟମ ଅନୁଯାୟୀ ଶୁକ୍ରବାର ନମାଜ ପାଠ କରିବା ପାଇଁ ବିଧାନସଭାରେ ଦୁଇ ଘଣ୍ଟାର ବିରତି ନିଆଯାଏ। ଯାହା ଏବେ ମିଳିବ ନାହିଁ।