Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷୀଙ୍କୁ ମିଳିବ ୫ ଟଙ୍କାରେ ବିଜୁଳି

ଭୋପାଳ: ଚାଷୀଙ୍କୁ ମିଳିବ ୫ ଟଙ୍କାରେ ବିଜୁଳି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶନିବାର ଦିନ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଭୋପାଳରେ ଚାଲିଥିବା କିଷାନ ସମ୍ମାନ ଆଭାରର ସମ୍ମିଳନୀରେ ସାମିଲ ହୋଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସରକାର ସୋଲାର ପମ୍ପ ମାଧ୍ୟମରେ ଚାଷୀମାନଙ୍କୁ ବିଦ୍ୟୁତ୍ ଯୋଗାଇଦେବାର ଯୋଜନା କରିଛନ୍ତି। ଆଗାମୀ ତିନି ବର୍ଷ ମଧ୍ୟରେ ଚାଷୀଙ୍କୁ ୩୦ ଲକ୍ଷ ସୋଲାର ପମ୍ପ ଯୋଗାଇ ଦିଆଯିବ। ଯାହାଫଳରେ ସେମାନଙ୍କୁ ଫାଇଦା ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ