Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ପୁଅ କୁ ସାରେ ପିଟିଲେ ପାଗଳ ହେଲା ଭତା ଦରକାର।

ହାଟଡିହି ଆଜି ବ୍ଲକ ରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହାକୁ ନେଇ ବାପା ଆଣି ଥିଲେ ଅଭିଯୋଗ। ତାହା ପୁଣି ସମାଧାନ ସ୍ୱରୂପ ପୁଅ କୁ ଭତା ଦରକାର ବୋଲି ଅନଲାଇନ ମଧ୍ୟ କରିଛନ୍ତି କିନ୍ତୁ କେଉଁଠି ଭତା ବିଭାଗ ବୋଲି ସମସ୍ତ ଙ୍କୁ ପଚାରି ବୁଲୁ ଥିବା ସମୟରେ ଜଣେ ପଞ୍ଚାୟତ ଅଧିକାରୀ ତାଙ୍କୁ ଏହି ଘଟଣା ପଚାରି ଥିଲେ। ସବୁ କଥା କହି ଥିଲେ।  ଯାହାକି ପୁଅ କୁ ମଧୁ ବାବୁ ପେନସନ ଯୋଜନା ରେ ସାମିଲ କରିବାକୁ ଅନଲାଇନ କରିଛନ୍ତି। ଉକ୍ତ ଛାତ୍ର ଙ୍କ ନାମ ଅଜୟ କୁମାର ବେହେରା ହୋଇଥିବା ବେଳେ ପିତା ଙ୍କ ନାମ ସନ୍ତୋଷ କୁମାର ବେହେରା ବୟସ (୨୦) ତାଙ୍କର ଜନ୍ମ ଜମ୍ଭିରା ଗ୍ରାମ ରେ ହୋଇଥିବା ବେଳେ ଜନ୍ମ ୧୨-୦୭-୨ ୦୦୪ମସିହା ରେ ହୋଇଛି। ଏବଂ ଡ଼ାକ୍ତର ତାଙ୍କ ମୁଣ୍ଡ ଠିକ ନଥିବା ଏକ ପ୍ରମାଣ ପତ୍ର ଦେଇଥିବା ବେଳେ ସେ ଭତା ଆଶା ରେ ବ୍ଲକ ରେ ଘୁରି ବୁଲି ବୁଲି ଫେରି ଯାଇଥିଲେ। କିନ୍ତୁ ଏଠାରେ ବଡ ପ୍ରଶ୍ନ ଉଠେ କେଉ ଶିକ୍ଷକ ତାଙ୍କ ପୁଅ କୁ ପିଟିବା ଦ୍ଵାରା ତାଙ୍କ ପୁଅର ମାନସିକ ବିକୃତ ହୋଇଛି ତାହା ପ୍ରକାଶ କରି ନଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ