IAS ଓ IPSଙ୍କ ଦରମା କେତେ ଥାଏ ଜାଣନ୍ତୁ


IAS, IPS ଚାକିରୀ ପାଇବା ପାଇଁ ପିଲା ରାତିଦିନ ପାଠ ପଢିଥାନ୍ତି । ଗୋଟେ ବ୍ୟକ୍ତି ଏହି ପଦବୀ ପାଇବା ପାଇଁ ବହୁତ ଚେଷ୍ଟା ଏବଂ ପରିଶ୍ରମ କରିଥାନ୍ତି । ତେବେ ଜାଣିଛନ୍ତି କି ଆଇଏଏସ ଏବଂ ଆଇପିଏସ ଅଫିସର ମାନଙ୍କ ଦରମା କେତେ ।

ଜୁନିଅର ସ୍କେଲ:- ଭାରତୀୟ ପୋଲିସ ସେବା ଆଇପିଏସ ରେ ପ୍ରଥମ ସ୍କେଲ ଜୁନିଅର ସ୍କେଲ ରହିଛି । ଏଥିରେ IPS ଅଧିକାରୀ ମାନଙ୍କୁ ୧୫୬୦୦-୩୫୮୦୦ ପ୍ଲସ ଗ୍ରେଡ ସ୍ୟାଲେରି ମିଳିଥାଏ । ସମୟ ସହିତ ଏହି ସ୍ୟାଲେରୀ ଅଧିକ ହୋଇ ୨, ୬୬,୫୦୦ ପର୍ଯ୍ୟନ୍ତ ହୋଇଥାଏ ।

ଜୁନିଅର ପ୍ରଶାସନିକ ଗ୍ରେଡ:- ଯେଉଁ ସମୟରେ IPS ଅଧିକାରୀଙ୍କୁ ପୋଲିସ ଅଧିକ୍ଷକ ଙ୍କ ପୋଷ୍ଟ ରେ ପଦୋନ୍ନତି କରାଯାଏ,ସେତେବେଳେ ତାଙ୍କୁ ଜୁନିଅର ପ୍ରଶାସନିକ ଗ୍ରେଡ ରେ ସମ୍ମାନିତ କରାଯାଇଥାଏ । ଜୋଉଥିରେ IPS ଅଧିକାରୀଙ୍କୁ ୧୫୫୦୦- ୩୯,୩୦୦ ପ୍ଲସ ଗ୍ରେଡ ସ୍ୟାଲେରି ମିଳିଥାଏ । ଏହା ବୃଦ୍ଧି ହୋଇ ୨,୯୦,୪୦୦ ପର୍ଯ୍ୟନ୍ତ ଯାଇଥାଏ ।

ଚୟନ ଗ୍ରେଡ:- ଏହା IPS ଅଧିକାରୀଙ୍କ ଅନ୍ୟ ଏକ ପଦୋନ୍ନତି ପାଇଁ ଦିଆଯାଇଛି । ଚୟନ ଗ୍ରେଡ ରେ ଆଇପିଏସ ଅଧିକାରୀଙ୍କୁ ୩୬୪୦୦-୬୭୪୦୦ ପର୍ଯ୍ୟନ୍ତ ମିଳିଥାଏ । ବରିଷ୍ଟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ ପୁରସ୍କାର ଦିଆଯାଇଥାଏ । ଏହା ବୃଦ୍ଧି ହୋଇ ୨୫୭୦୦ ପର୍ଯ୍ୟନ୍ତ ଯାଇଥାଏ ।